Advertisment

ଅଧିକ ଲୁଣ ଖାଉଛନ୍ତି କି ? ହୋଇପାରେ କ୍ୟାନ୍‌ସର !

ଅଧିକ ଲୁଣ ଖାଉଛନ୍ତି କି ? ହୋଇପାରେ ଷ୍ଟୋମାକ କ୍ୟାନ୍‌ସର !

author-image
Manoj Swain
ଅଦ୍ୟତନ ହୋଇଛି

ଗ୍ୟାଷ୍ଟ୍ରିକ କ୍ୟାନସର୍ ବହୁତ ମାରାତ୍ମକ । ମଣିଷ ବଞ୍ଚିବା ମୁସକିଲ୍ ହୋଇପଡେ । କିନ୍ତୁ ଯଦି ଜଣଙ୍କୁ ଗ୍ୟାଷ୍ଟ୍ରିକ କ୍ୟାନସର୍ ହୁଏ, ତେବେ କଣ ପାଇଁ ହୁଏ ? ଲକ୍ଷଣ କଣ,  ଚିକିତ୍ସା କଣ ଓ ଏହା ସମୂର୍ଣ୍ଣ ଭଲ ହେବ କି ନାହିଁ ? ଏନେଇ ଦେଖନ୍ତୁ, ଓଡିଶା ରିପୋର୍ଟରର ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ 'ସୁସ୍ଥ ଜୀବନ ସରଳ ସୂତ୍ର'ରେ ।

Advertisment
Odisha Odia Health Tips