ଅଦ୍ୟତନ ହୋଇଛି
🔴 \'ଶୁଖୁଆ ଖାଇଲେ କ୍ୟାନସର୍\' । Gastric Cancer। Stomach Cancer Causes, Symptoms, Diagnosis, Treatment ।
Advertisment
ଗ୍ୟାଷ୍ଟ୍ରିକ କ୍ୟାନସର୍ ବହୁତ ମାରାତ୍ମକ । ମଣିଷ ବଞ୍ଚିବା ମୁସକିଲ୍ ହୋଇପଡେ । କିନ୍ତୁ ଯଦି ଜଣଙ୍କୁ ଗ୍ୟାଷ୍ଟ୍ରିକ କ୍ୟାନସର୍ ହୁଏ, ତେବେ କଣ ପାଇଁ ହୁଏ ? ଲକ୍ଷଣ କଣ, ଚିକିତ୍ସା କଣ ଓ ଏହା ସମୂର୍ଣ୍ଣ ଭଲ ହେବ କି ନାହିଁ ? ଏନେଇ ଦେଖନ୍ତୁ, ଓଡିଶା ରିପୋର୍ଟରର ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ 'ସୁସ୍ଥ ଜୀବନ ସରଳ ସୂତ୍ର'ରେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us