ସରକାରୀ ଖର୍ଚ୍ଚରେ ବିଦେଶ ବୁଲି ମଉଜ କରୁଛନ୍ତି ଡାକ୍ତର। ରାଜ୍ୟରେ କାର୍ଯ୍ୟରତ ଡାକ୍ତର କୁଆଡେ ଅତ୍ୟଧିକ ଚାପରେ ରହୁଛନ୍ତି। ଆଉ ଏହି ଚାପମୁକ୍ତ ପାଇଁ ସରକାର ନେଉଛନ୍ତି ବିଦେଶ। କେବଳ ଡାକ୍ତର ନୁହଁନ୍ତି ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ବି ସାଥିରେ ଯାଉଛନ୍ତି । ଏ ବାବଦକୁ କୋଟି କୋଟି ଖର୍ଚ୍ଚ କରୁଛନ୍ତି ସରକାର। ଦେଖନ୍ତୁ ସ୍ୱାସ୍ଥ୍ୟ ବିଭାଗର ଏଇ ଚିଠିକୁ। ୨୦ ଜଣ ଡାକ୍ତରଙ୍କୁ ଦୁବାଇ ପଠାଇବା ଲାଗି ପରିବହନ ବିଭାଗକୁ ଫ୍ଲାଇଟ ଟିକେଟ ବୁକ୍ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ସ୍ୱାସ୍ଥ୍ୟ ସଚିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ସାବଧାନ! ଏସବୁ ଅଭ୍ୟାସ ଥିଲେ ଆସିପାରେ ହୃଦଘାତ
ଦୈନନ୍ଦିନ ଜୀବନରେ ଆମେ ଏପରି କେଉଁ ସବୁ ଖାଦ୍ୟ ଖାଉଛନ୍ତି, ଯାହା ହୃଦଘାତ କରିପାରେ, ଜାଣନ୍ତୁ...
Health
କାହିଁକି ହଠାତ୍ ଉଠିପଡ଼ିବା ପରେ ମୁଣ୍ଡ ବୁଲାଇ ଅନ୍ଧାର ଦେଖାଯାଏ, ଜାଣନ୍ତୁ କାରଣ
କାହିଁକି ବସିବା ସ୍ଥାନରୁ ହଠାତ୍ ଉଠିପଡ଼ିବା ପରେ ଚଉଦିଗ ଅନ୍ଧାର ଦେଖାଯାଏ ଏବଂ ଏହାର ଚିକିତ୍ସା କିପରି କରିବେ, ଜାଣନ୍ତୁ...
Health
କେକ୍ ଖାଉଥିଲେ ସାବଧାନ, ହୋଇପାରେ କ୍ୟାନସର୍
ପରୀକ୍ଷାରୁ ୧୨ଟି ଭିନ୍ନ ଭିନ୍ନ ପ୍ରକାରର କେକ୍ରେ କ୍ୟାନସର ତତ୍ତ୍ୱ ଥିବା ସାମ୍ନାକୁ ଆସିଛି। ରେଡ୍ ଭେଲବେଟ୍ ଓ ବ୍ଲାକ ଫରେଷ୍ଟ ଭଳି କେକ୍କୁ ଅଧିକ ଆକର୍ଷଣୀୟ କରିବା ପାଇଁ କୃତ୍ରିମ ରଙ୍ଗ ବ୍ୟବହୃତ ହୁଏ।
Lifestyle
ଏହି ସବୁ ରୋଗ ଥିଲେ ପିଅନ୍ତୁ ନାହିଁ ଅଧିକ ନଡ଼ିଆ ପାଣି; ପଡ଼ିପାରେ ସାଇଡ୍ ଇଫେକ୍ଟ
ନଡ଼ିଆ ପାଣି ପିଇବା ଦ୍ୱାରା ଶରୀର ଅନ୍ତନଳୀ ଉପରେ ଖରାପ ପ୍ରଭାବ ପକାଇପାରେ। ଯଦି ଆପଣ ପେଟ ଯନ୍ତ୍ରଣା ଭଳି ସମସ୍ୟା ଥିବ ତାହାହେଲେ ଅତ୍ୟଧିକ ନଡ଼ିଆ ପାଣି ପିଅନ୍ତୁ ନାହିଁ।
Health
‘ଖୁବଶୀଘ୍ର ଓଡ଼ିଶାରେ କାର୍ଯ୍ୟକ୍ଷମ ହେବ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା’
ଖୁବଶୀଘ୍ର ନ୍ୟାସନାଲ ଡିଜିଟାଲ ହେଲଥ୍ ମିଶନରେ ଓଡ଼ିଶା ସାମିଲ ହେବ । ଏହା ଜରିଆରେ ରାଜ୍ୟର ସବୁ ସ୍ୱାସ୍ଥ୍ୟ ଅନୁଷ୍ଠାନ, ରୋଗୀଙ୍କ ତଥ୍ୟର ଡିଜିଟାଲ ମ୍ୟାପିଙ୍ଗ୍ ମଧ୍ୟ ହୋଇପାରିବ ।