Advertisment

ଚାପମୁକ୍ତ ପାଇଁ ବିଦେଶ ବୁଲିବେ ସରକାରୀ ଡାକ୍ତର

ଚାପମୁକ୍ତ ପାଇଁ ସରକାର ନେଉଛନ୍ତି ବିଦେଶ। କେବଳ ଡାକ୍ତର ନୁହଁନ୍ତି ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ବି ସାଥିରେ ଯାଉଛନ୍ତି ।

Advertisment

ସରକାରୀ ଖର୍ଚ୍ଚରେ ବିଦେଶ ବୁଲି ମଉଜ କରୁଛନ୍ତି ଡାକ୍ତର। ରାଜ୍ୟରେ କାର୍ଯ୍ୟରତ ଡାକ୍ତର କୁଆଡେ ଅତ୍ୟଧିକ ଚାପରେ ରହୁଛନ୍ତି। ଆଉ ଏହି ଚାପମୁକ୍ତ ପାଇଁ ସରକାର ନେଉଛନ୍ତି ବିଦେଶ। କେବଳ ଡାକ୍ତର ନୁହଁନ୍ତି ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ବି ସାଥିରେ ଯାଉଛନ୍ତି । ଏ ବାବଦକୁ କୋଟି କୋଟି ଖର୍ଚ୍ଚ କରୁଛନ୍ତି ସରକାର। ଦେଖନ୍ତୁ ସ୍ୱାସ୍ଥ୍ୟ ବିଭାଗର ଏଇ ଚିଠିକୁ। ୨୦ ଜଣ ଡାକ୍ତରଙ୍କୁ ଦୁବାଇ ପଠାଇବା ଲାଗି ପରିବହନ ବିଭାଗକୁ ଫ୍ଲାଇଟ ଟିକେଟ ବୁକ୍ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ସ୍ୱାସ୍ଥ୍ୟ ସଚିବ।

Advertisment
Doctor Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe