Advertisment

ବଜାରରେ ବିକ୍ରି ହେଉଛି ନକଲି ଡାଲଚିନି

ଡାଲଚିନି ନାଁରେ ମାର୍କେଟରେ କାସିଆ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଅଧିକ ଲାଭ ଆଶାରେ ଦୋକାନୀମାନେ ଡାଲ ଚିନି ବଦଳରେ ଖାଉଟିଙ୍କୁ କାସିଆ ଦେଉଛନ୍ତି।

ଅଦ୍ୟତନ ହୋଇଛି
Advertisment

ଡାଲଚିନି ନାଁରେ ମାର୍କେଟରେ କାସିଆ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଅଧିକ ଲାଭ ଆଶାରେ ଦୋକାନୀମାନେ ଡାଲଚିନି ବଦଳରେ ଖାଉଟିଙ୍କୁ କାସିଆ ଦେଉଛନ୍ତି। କାରଣ କାସିଆ ହେଉଛି ଡାଲଚିନି ଅପେକ୍ଷା ବହୁତ ଶସ୍ତା। ଏହି ଅଭିଯୋଗ ଆସିବା ପରେ ମାର୍କେଟରେ ଡାଲଚିନି ଯାଞ୍ଚ ପାଇଁ ସବୁ ରାଜ୍ୟକୁ FSSAI ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Advertisment
FSSAI Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe