କେତେ କ୍ଷତିକାର DJ ?

ମଜା ଭିତରେ ସଜ୍ଜା ଦେଉଛି DJ ଶଦ୍ଦ। DJର ମ୍ୟୁଜିକ୍ ମାଡ଼ରେ ଭୁବନେଶ୍ୱରରେ କାହାର ହାର୍ଟ ଆଟାକ୍‌ ହୋଇଛି ତ କିଏ ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି ।

Manoj Swain
  • Published: Friday, 27 October 2023
  • Updated: 27 October 2023, 05:55 PM IST

ମଜା ଭିତରେ ସଜ୍ଜା ଦେଉଛି DJ ଶଦ୍ଦ। ବୟସ୍କ ଓ ହୃଦରୋଗୀଙ୍କୁ ଘାଇଲା କରୁଛି DJ ଶଦ୍ଦ । କାନ ଫଟା ଓ ଛାତି ଥରା ଶବ୍ଦ ସୃଷ୍ଟିକରେ DJର ବିକଟାଳ ଶଦ୍ଦ। DJର ମ୍ୟୁଜିକ୍ ମାଡ଼ରେ ଭୁବନେଶ୍ୱରରେ କାହାର ହାର୍ଟ ଆଟାକ୍‌ ହୋଇଛି ତ କିଏ ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି । ଅତ୍ୟାଧିକ ଡିଜେ ସାଉଣ୍ଡ ଶୁଣିଲେ ହାର୍ଟ ଉପରେ କଣ ପ୍ରଭାବ ପଡ଼େ ? ତେବେ ଏହି ଡିଜେ ସାଉଣ୍ଡର ପ୍ରଭାବକୁ ନେଇ ହୃଦରୋଗ ବିଶେଷଜ୍ଞମାନେ କଣ କହିଛନ୍ତି ଶୁଣନ୍ତୁ। 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos