କେତେ କ୍ଷତିକାର DJ | Odisha Reporter
Advertisment
ମଜା ଭିତରେ ସଜ୍ଜା ଦେଉଛି DJ ଶଦ୍ଦ। ବୟସ୍କ ଓ ହୃଦରୋଗୀଙ୍କୁ ଘାଇଲା କରୁଛି DJ ଶଦ୍ଦ । କାନ ଫଟା ଓ ଛାତି ଥରା ଶବ୍ଦ ସୃଷ୍ଟିକରେ DJର ବିକଟାଳ ଶଦ୍ଦ। DJର ମ୍ୟୁଜିକ୍ ମାଡ଼ରେ ଭୁବନେଶ୍ୱରରେ କାହାର ହାର୍ଟ ଆଟାକ୍ ହୋଇଛି ତ କିଏ ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି । ଅତ୍ୟାଧିକ ଡିଜେ ସାଉଣ୍ଡ ଶୁଣିଲେ ହାର୍ଟ ଉପରେ କଣ ପ୍ରଭାବ ପଡ଼େ ? ତେବେ ଏହି ଡିଜେ ସାଉଣ୍ଡର ପ୍ରଭାବକୁ ନେଇ ହୃଦରୋଗ ବିଶେଷଜ୍ଞମାନେ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us