ଉପବାସ ରହିଲେ ଛୁଇଁବନି ରୋଗ !

ମଝିରେ ମଝିରେ ଉପବାସ ରହିଲେ, ଏହା ଆମ ଶରୀର ପାଇଁ ଭଲ ନା ଖରାପ ?

Manoj Swain
  • Published: Sunday, 24 September 2023
  • Updated: 24 September 2023, 02:16 PM IST

Sports

Latest News

ଇଣ୍ଟରମିଣ୍ଟେଣ୍ଟ ଫାଷ୍ଟିଙ୍ଗ ବା ମଝିରେ ମଝିରେ ଉପବାସ ରହିବା । ଏହା ଆମ ଶରୀର ପାଇଁ ଭଲ ନା ଖରାପ । ଏହା ଆମ ଶରୀର ଉପରେ କେମିତି କାମ କରିଥାଏ ? ଏହାକୁ ନେଇ ଡିଟେଲସରେ ଆମେ ଆଲୋଚନା କରିଛୁ, ଓଡିଶା ରିପୋର୍ଟରର ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ‘ସୁସ୍ଥ ଜୀବନ ସରଳ ସୂତ୍ରରେ’ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos