ଉପବାସ ରହିଲେ ଛୁଇଁବନି ରୋଗ ! Intermittent Fasting: Handle Your Health Problems The Natural Way।
Advertisment
ଇଣ୍ଟରମିଣ୍ଟେଣ୍ଟ ଫାଷ୍ଟିଙ୍ଗ ବା ମଝିରେ ମଝିରେ ଉପବାସ ରହିବା । ଏହା ଆମ ଶରୀର ପାଇଁ ଭଲ ନା ଖରାପ । ଏହା ଆମ ଶରୀର ଉପରେ କେମିତି କାମ କରିଥାଏ ? ଏହାକୁ ନେଇ ଡିଟେଲସରେ ଆମେ ଆଲୋଚନା କରିଛୁ, ଓଡିଶା ରିପୋର୍ଟରର ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ‘ସୁସ୍ଥ ଜୀବନ ସରଳ ସୂତ୍ରରେ’ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us