‘15 ଦିନରେ ବୁଢ଼ା ବି ହୋଇଯିବେ ଟୋକା’

ନଂପୁଷକତା ଦୂର ହେବ ମାତ୍ର 15 ଦିନରେ। ପାଣିରେ ମିଶାଇ 15 ଦିନ ଔଷଧ ଖାଇଲେ ଭଲ ହୋଇଯିବ ନଂପୁଷକତା। କିଛି ଏଭଳି କହିଛନ୍ତି ଜଣେ ବ୍ୟବସାୟୀ।

Manoj Swain
  • Published: Friday, 08 December 2023
  • Updated: 08 December 2023, 12:42 PM IST

ନଂପୁଷକତା ଦୂର ହେବ ମାତ୍ର 15 ଦିନରେ ! ପାଣିରେ ମିଶାଇ 15 ଦିନ ଏହି ଔଷଧ ଖାଇଲେ ଭଲ ହୋଇଯିବ ନଂପୁଷକତା। କିଛି ଏଭଳି କହିଛନ୍ତି ଜଣେ ବ୍ୟବସାୟୀ। ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ୧୬ତମ କଳିଙ୍ଗ ହର୍ବାଲ ମେଳା ଆରମ୍ଭ ହୋଇଛି। ତେବେ ବ୍ୟବସାୟୀ ଜଣଙ୍କ ଅଧିକ କଣ କହିଛନ୍ତି ଶୁଣନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos