Advertisment

‘15 ଦିନରେ ବୁଢ଼ା ବି ହୋଇଯିବେ ଟୋକା’

ନଂପୁଷକତା ଦୂର ହେବ ମାତ୍ର 15 ଦିନରେ। ପାଣିରେ ମିଶାଇ 15 ଦିନ ଔଷଧ ଖାଇଲେ ଭଲ ହୋଇଯିବ ନଂପୁଷକତା। କିଛି ଏଭଳି କହିଛନ୍ତି ଜଣେ ବ୍ୟବସାୟୀ।

author-image
Manoj Swain

ନଂପୁଷକତା ଦୂର ହେବ ମାତ୍ର 15 ଦିନରେ ! ପାଣିରେ ମିଶାଇ 15 ଦିନ ଏହି ଔଷଧ ଖାଇଲେ ଭଲ ହୋଇଯିବ ନଂପୁଷକତା। କିଛି ଏଭଳି କହିଛନ୍ତି ଜଣେ ବ୍ୟବସାୟୀ। ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ୧୬ତମ କଳିଙ୍ଗ ହର୍ବାଲ ମେଳା ଆରମ୍ଭ ହୋଇଛି। ତେବେ ବ୍ୟବସାୟୀ ଜଣଙ୍କ ଅଧିକ କଣ କହିଛନ୍ତି ଶୁଣନ୍ତୁ।

Advertisment
Odisha Bhubaneswar