ହରମୋନ ଅସନ୍ତୁଳନ ହେଲେ ମହିଳାଙ୍କର ଦେଖାଦିଏ ଏହି ସବୁ ଲକ୍ଷଣ 

କେଉଁ ସବୁ ଲକ୍ଷଣ ଦେଖାଦେଲେ, ହରମୋନ ଅସନ୍ତୁଳନ ହୋଇଛି ବୋଲି ଜାଣିବେ, ଜାଣନ୍ତୁ...

Woman In Tension

ଚିନ୍ତାରେ ଥିବା ମହିଳା

Debibandita Barick
  • Published: Monday, 04 March 2024
  • Updated: 04 March 2024, 03:28 PM IST

Sports

Latest News

ବୟସ ସହ ମହିଳାଙ୍କ ଶରୀରରେ ହରମୋନରେ ପରିବର୍ତ୍ତନ ଘଟେ। ଶରୀରର ବିଭିନ୍ନ କାର୍ଯ୍ୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ହରମୋନ ଅସନ୍ତୁଳ, ଅନେକ ସ୍ୱାସ୍ଥ୍ୟ ସମସ୍ୟାର କାରଣ। ହେଲେ ଅଧିକାଂଶ ମହିଳା ଏ ବାବଦରେ ଜାଣିପାରନ୍ତି ନାହିଁ। କେଉଁ ସବୁ ଲକ୍ଷଣ ଦେଖାଦେଲେ, ହରମୋନ ଅସନ୍ତୁଳନ ହୋଇଛି ବୋଲି ଜାଣିବେ, ଜାଣନ୍ତୁ...

ମାସିକ ଅବଧିରେ ଅନିୟମିତତା - ଯଦି ମାସ ମାସ ଧରି ପିରିୟଡ୍ସ ଆଗୁଆ କିମ୍ବା ବିଳମ୍ବ ହେଉଛି, ତେବେ ଏହା ହରମୋନାଲ ପରିବର୍ତ୍ତନର ସଙ୍କେତ ହୋଇପାରେ। ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ (PCOS) କିମ୍ବା ଥାଇରଏଡ୍ ଭଳି ସମସ୍ୟା କ୍ଷେତ୍ରରେ ଏହିପରି ଲକ୍ଷ୍ୟଣ ଦେଖା ଦେଇପାରେ। ତେଣୁ ଲଗାତାର ଭାବେ ଏହି ପରିବର୍ତ୍ତନ ଦେଖୁଥିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଓଜନ ବୃଦ୍ଧି କିମ୍ବା ହ୍ରାସ - ଦ୍ରୁତ ଓଜନ ବୃଦ୍ଧି କିମ୍ବା ହ୍ରାସ ହରମୋନାଲ ଅସନ୍ତୁଳନର ସଙ୍କେତ ହୋଇପାରେ। ହଠାତ୍ ଓଜନ ବୃଦ୍ଧି ପାଉଥିଲେ କିମ୍ବା ହ୍ରାସ ପାଉଥିଲେ ଡାକ୍ତରୀ ପରୀକ୍ଷା କରନ୍ତୁ।

ଚର୍ମ ସମ୍ବନ୍ଧୀୟ ସମସ୍ୟା- ହରମୋନ ପରିବର୍ତ୍ତନର ଲକ୍ଷଣ ଚର୍ମରେ ମଧ୍ୟ ଦେଖାଯାଏ। ଏହି କାରଣରୁ ବ୍ରଣ, ତେଲିଆ ଚର୍ମ କିମ୍ବା ଅତ୍ୟଧିକ ଶୁଷ୍କତା ଭଳି ସମସ୍ୟା ହୋଇଥାଏ। ଯଦି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଚିକିତ୍ସା କରାଇ ନିଅନ୍ତୁ।

ମୁଡ୍ ସୁଇଙ୍ଗ୍- ହରମୋନ୍ ଅସନ୍ତୁଳନ ମୁଡ୍ ସୁଇଙ୍ଗର ମୁଖ୍ୟ କାରଣ। ଏହା ଫଳରେ ଚିଡ଼ଚିଡ଼ା, ଚିନ୍ତା କିମ୍ବା ଉଦାସୀନତା ଦେଖାଦିଏ। ଏପରି ହେଉଥିଲେ ପ୍ରଥମେ ନିଜକୁ ଖୁସି ରଖିବାକୁ ଚେଷ୍ଟା କରନ୍ତୁ, ଗୀତ ଶୁଣନ୍ତୁ, ଡାଏରୀ ଲେଖନ୍ତୁ। ଯଦି ସମସ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରୁଛନ୍ତି, ତେବେ ଡାକ୍ତରଙ୍କୁ ଜଣାନ୍ତୁ।

ଥକ୍କା ଏବଂ ନିଦ ନହେବା - ଥକାପଣ, ଶକ୍ତି ଅଭାବ ଏବଂ ନିଦ ନହେବା ହରମୋନାଲ ଅସନ୍ତୁଳନର ଲକ୍ଷଣ ହୋଇପାରେ। ଗୁରୁତର ସମସ୍ୟା ହେଲେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

କେଶ ଝଡ଼ିବା - କେଶ ଝଡ଼ିବା, ପତଳା ହେବା କିମ୍ବା କେଶର ପରିବର୍ତ୍ତନ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ହୋଇଥାଏ। ହରମୋନାଲ ପରିବର୍ତ୍ତନ ଏହାର ଏକ କାରଣ ହୋଇପାରେ। ଏଥିପାଇଁ ଏକ ସୁସ୍ଥ ଖାଦ୍ୟ ଗ୍ରହଣ କରନ୍ତୁ ଏବଂ ଚାପରୁ ଦୂରରେ ରୁହନ୍ତୁ। ଯଦି ସମସ୍ୟା ସମାଧାନ ନହୁଏ, ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story