Advertisment

ଭୁଲ୍ ଚିକିତ୍ସା ପାଇଁ 80 ଲକ୍ଷ ଗଣିଲେ

ଘରୋଇ ନର୍ସିଂହୋମକୁ ମହଙ୍ଗା ପଡ଼ିଲା ଭୁଲ ଚିକିତ୍ସା। ଏହାକୁ ନେଇ ରୋଗୀଙ୍କ ଦ୍ୱାରା ରୁଜୁ ହୋଇଥିବା ମାମଲାର ବିଚାର କରି ଅପରପକ୍ଷକୁ ୮୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି ସମ୍ବଲପୁର ଖାଉଟି ଅଦାଲତ।

author-image
Debendra Prusty

ଘରୋଇ ନର୍ସିଂହୋମକୁ ମହଙ୍ଗା ପଡ଼ିଲା ଭୁଲ ଚିକିତ୍ସା। ଏହାକୁ ନେଇ ରୋଗୀଙ୍କ ଦ୍ୱାରା ରୁଜୁ ହୋଇଥିବା ମାମଲାର ବିଚାର କରି ଅପରପକ୍ଷକୁ ୮୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି ସମ୍ବଲପୁର ଖାଉଟି ଅଦାଲତ।

Advertisment
Odisha Health Hospital Medical Consumer