ଘରୋଇ ନର୍ସିଂହୋମକୁ ମହଙ୍ଗା ପଡ଼ିଲା ଭୁଲ ଚିକିତ୍ସା। ଏହାକୁ ନେଇ ରୋଗୀଙ୍କ ଦ୍ୱାରା ରୁଜୁ ହୋଇଥିବା ମାମଲାର ବିଚାର କରି ଅପରପକ୍ଷକୁ ୮୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି ସମ୍ବଲପୁର ଖାଉଟି ଅଦାଲତ।