ମଳ-ମୂତ୍ର ତ୍ୟାଗ ଶରୀରର ଏକ ପ୍ରାକୃତିକ ପ୍ରକ୍ରିୟା। ଏହି ପ୍ରକ୍ରିୟା ସଠିକ୍ ହେଲେ ଜଣେ ବ୍ୟକ୍ତି ସୁସ୍ଥ ବୋଲି ବିବେଚିତ ହୁଅନ୍ତି। କାରଣ ପରିସ୍ରା ମାଧ୍ୟମରେ ଶରୀରରୁ ବିଷାକ୍ତ ପଦାର୍ଥ ନିଷ୍କାସିତ ହୋଇଥାଏ। ଏସବୁ ମଧ୍ୟରେ ସର୍ବଦା ମନକୁ ଏକ ପ୍ରଶ୍ନ ଆସେ, ଜଣେ ସୁସ୍ଥ ବ୍ୟକ୍ତି ଦିନକୁ କେତେ ଥର ପରିସ୍ରା କରିବା ଉଚିତ୍। ଯଦି ଏପରି କିଛି ଦ୍ୱନ୍ଦ୍ୱ ଅଛି, ତେବେ ପଢନ୍ତୁ ଏହି ରିପୋର୍ଟ...
ଜଣେ ବ୍ୟକ୍ତି ଦିନକୁ କେତେ ଥର ପରିସ୍ରା କରିବା ଉଚିତ୍?
କମ୍ ପରିସ୍ରା କରିବାର କାରଣ
- ଶରୀରରେ ଜଳର ଅଭାବ।
- ବ୍ଲାଡର ସଠିକ୍ ଭାବରେ କାମ ନ କରିବା।
- UTI(ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ) ସଂକ୍ରମଣ।
- ଶରୀରରେ କ୍ୟାଲସିୟମ ସ୍ତର ବୃଦ୍ଧି।
- ପ୍ରୋଷ୍ଟେଟ୍ ସମ୍ବନ୍ଧୀୟ ସମସ୍ୟା।
ପରିଶେଷରେ କିଡନୀ ଏବଂ ପେଟ ସମ୍ବନ୍ଧୀୟ ରୋଗ କାରଣରୁ ମଧ୍ୟ ପରିସ୍ରାରରେ ଅନିୟମିତତା ହୋଇପାରେ। ଯଦି ଏହିସବୁ ଲକ୍ଷଣ ଦେଖୁଛନ୍ତି, ତେବେ ଡାକ୍ତରଙ୍କୁ ଭେଟନ୍ତୁ।
Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।