ବ୍ୟାପିଲା ମଙ୍କିପକ୍ସ

ଆଫ୍ରିକା ମହାଦେଶରେ ଆତଙ୍କ ରଚିଥିବା ଏହି ଭାଇରସ୍ ଏବେ ସାରା ବିଶ୍ୱକୁ ବ୍ୟାପିବା ଆରମ୍ଭ କରିଦେଲାଣି ।

Manoj Swain
  • Published: Friday, 16 August 2024
  • Updated: 16 August 2024, 05:24 PM IST

Sports

Latest News

ସାରା ବିଶ୍ୱକୁ ଘାରିଲା ମଙ୍କିପକ୍ସ ବା M-ପକ୍ସ ଚିନ୍ତା। ୧୧୬ଟି ଦେଶରେ ଗ୍ରେଡ୍-ଥ୍ରୀ ସଂକ୍ରମଣ ବ୍ୟାପିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ଏହାକୁ ପବ୍ଲିକ୍ ହେଲ୍‌ଥ ଏମର୍ଜେନ୍ସି ଅଫ୍ ଗ୍ଲୋବାଲ୍ କନସର୍ନ ବା ବୈଶ୍ୱିକ ଜନସ୍ୱାସ୍ଥ୍ୟ ଜରୁରୀ ସ୍ଥିତି ଘୋଷଣା କରାଯାଇଛି । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos