Advertisment

ଓଡ଼ିଶା ପିଲା ଅଧିକା ମୋଟା!

ଦିନକୁ ଦିନ ପିଲାଙ୍କଠାରେ ବଢ଼ୁଛି ମେଦ ବହୁଳତା ବା ମୋଟାପା। ମୋଟାପାରେ ଜାତୀୟ ହାରଠାରୁ ଓଡ଼ିଶା ପିଲା ଆଗରେ। ବଡ଼ଙ୍କ ଭିତରେ ୧୦୦ରେ ଅନ୍ତତଃ ୫ ଜଣ ମେଦ ବହୁଳତାର ଶିକାର। ସଂସଦରୁ ମିଳିଲା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟର ଚିତ୍ର। ଅଧିକ ଲୁଣ, ମିଠା ଓ ଚର୍ବିଜାତୀୟ ଖାଦ୍ୟ ନଖାଇବାକୁ ପରାମର୍ଶ।

author-image
Debendra Prusty

ଦିନକୁ ଦିନ ପିଲାଙ୍କଠାରେ ବଢ଼ୁଛି ମେଦ ବହୁଳତା ବା ମୋଟାପା। ମୋଟାପାରେ ଜାତୀୟ ହାରଠାରୁ ଓଡ଼ିଶା ପିଲା ଆଗରେ। ବଡ଼ଙ୍କ ଭିତରେ ୧୦୦ରେ ଅନ୍ତତଃ ୫ ଜଣ ମେଦ ବହୁଳତାର ଶିକାର। ସଂସଦରୁ ମିଳିଲା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟର ଚିତ୍ର। ଅଧିକ ଲୁଣ, ମିଠା ଓ ଚର୍ବିଜାତୀୟ ଖାଦ୍ୟ ନଖାଇବାକୁ ପରାମର୍ଶ। 

Advertisment
Health Healthy Food Odisha Health Obesity