Advertisment

ପୁଣି ଧାରଣାରେ ବସିଲେ ମୁକ୍ତିକାନ୍ତ ବିଶ୍ୱାଳ

ରାଉରକେଲା ବାସୀଙ୍କ ପାଇଁ ପୁଣି ଧାରଣାରେ ବସିଲେ ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳ।

author-image
Manoj Swain

ରାଉରକେଲା ବାସୀଙ୍କ ପାଇଁ ପୁଣି ଧାରଣାରେ ବସିଲେ ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳ। ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପୁଥିବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବାହାରେ ସ୍ୱର ଉଠାଇଲେ ମୁକ୍ତିକାନ୍ତ ବିଶ୍ୱାଳ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। ସୂଚନାଯୋଗ୍ୟ, ସ୍ମାର୍ଟ ସିଟି ରାଉରକେଲାର ସ୍ୱାସ୍ଥ୍ୟ ଅବସ୍ଥା ବେହାଲ୍‌। ବ୍ୟାପୀ ଚାଲିଛି ଝାଡ଼ାବାନ୍ତି। ଯେଉଁଥିରେ ଗଲାଣି ସରକାରୀ ଭାବେ ୬ ଜଣଙ୍କ ପ୍ରାଣ। ହେଲେ ବେସରକାରୀ ଭାବେ ୧୩ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି।

Advertisment
Odisha Bhubaneswar Protest Rourkela