Advertisment

‘ଲୋକେ କ୍ୟାନସର ପ୍ରତି ସଚେତନ ହେଲେଣି ’

ପ୍ରତ୍ୟେକ ବର୍ଷ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ସଚେତନତା ଅଭାବ ସହ ଶୀଘ୍ର ରୋଗ ନିରୂପଣ ନହେବା ହିଁ ପ୍ରମୁଖ ସମସ୍ୟା ହୋଇ ଉଭା ହୋଇଛି ।

ଅଦ୍ୟତନ ହୋଇଛି
Advertisment

ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ୟାନସର ରୋଗ ଚିହ୍ନଟ ହେବା ନିହାତି ଆବଶ୍ୟକ, କେବଳ ସଚେତନତା ମାଧ୍ୟମରେ ହିଁ ଏହା ସମ୍ଭବ। ତେଣୁ କ୍ୟାନସର ରୋଗ ପ୍ରତି ଲୋକଙ୍କୁ ସଚେତନ କରାଇବା ପାଇଁ କର୍କଟ ସଚେତନତା ଦିବସ ପାଳନ କରାଯାଉଛି। ପ୍ରତ୍ୟେକ ବର୍ଷ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ସଚେତନତା ଅଭାବ ସହ ଶୀଘ୍ର ରୋଗ ନିରୂପଣ ନହେବା ହିଁ ପ୍ରମୁଖ ସମସ୍ୟା ହୋଇ ଉଭା ହୋଇଛି । ତେବେ ଏନେଇ ବରିଷ୍ଠ କ୍ୟାନସର ବିଶେଷଜ୍ଞ ତଥା ଏମ୍ସ ଭୁବନେଶ୍ବରର ମେଡିକାଲ ସୁପରିଟେଣ୍ଡାଣ୍ଟ ଡାକ୍ତର ଦିଲ୍ଲୀପ ପରିଡ଼ା କଣ କହିଛନ୍ତ ଶୁଣନ୍ତୁ ।

Advertisment
Odisha Odia Health Tips Cancer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe