Advertisment

ମୁନ୍ନା ଭାଇ ହୁଅନ୍ତୁ ଡାକ୍ତର: ସ୍ୱାସ୍ଥ୍ୟମନ୍ତ୍ରୀ

ମୁନ୍ନାଭାଇ ଏମବିବିଏସ୍ ଫିଲ୍ମ ଦେଖିବାକୁ ଡାକ୍ତରଙ୍କୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

author-image
Manoj Swain

ମୁନ୍ନା ଭାଇ ଏମବିବିଏସ୍ ଫିଲ୍ମ କଥା କାହିଁକି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ? ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ରୋଗୀଙ୍କ ପ୍ରତି ଡାକ୍ତରଙ୍କ ବ୍ୟବହାର ଗୁରୁତ୍ବପୂର୍ଣ୍ଣ । ରୋଗୀଙ୍କୁ ଭରସା ଓ ଆତ୍ମବିଶ୍ବାସ ଦେବା ଡାକ୍ତରଙ୍କ କର୍ତ୍ତବ୍ୟ । ଡାକ୍ତରଙ୍କୁ ସୁରକ୍ଷା ଦେବା ମଧ୍ୟ ସରକାରଙ୍କ କର୍ତ୍ତବ୍ୟ । ପ୍ରଥମେ କାଜୁଆଲିଟିରେ ରୋଗୀ ସେବା ପରେ ଫର୍ମ ପୂରଣ । ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଥିଲେ, ମୁନ୍ନା ଭାଇ ଏମବିବିଏସ୍ ଫିଲ୍ମ ଆପଣ ସମସ୍ତେ ଦେଖିଥିବେ। ରୋଗୀଙ୍କୁ ମୁନା ଭାଇ କିଭଳି ହଗ୍ କରୁଥିଲେ ଆପଣ ଦେଖିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Health Minister Scb Medical