ମୁନା ଭାଇ ଷ୍ଟାଇଲରେ ଟ୍ରିଟମେଣ୍ଟ କର | Odisha Reporter
Advertisment
ମୁନ୍ନା ଭାଇ ଏମବିବିଏସ୍ ଫିଲ୍ମ କଥା କାହିଁକି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ? ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ରୋଗୀଙ୍କ ପ୍ରତି ଡାକ୍ତରଙ୍କ ବ୍ୟବହାର ଗୁରୁତ୍ବପୂର୍ଣ୍ଣ । ରୋଗୀଙ୍କୁ ଭରସା ଓ ଆତ୍ମବିଶ୍ବାସ ଦେବା ଡାକ୍ତରଙ୍କ କର୍ତ୍ତବ୍ୟ । ଡାକ୍ତରଙ୍କୁ ସୁରକ୍ଷା ଦେବା ମଧ୍ୟ ସରକାରଙ୍କ କର୍ତ୍ତବ୍ୟ । ପ୍ରଥମେ କାଜୁଆଲିଟିରେ ରୋଗୀ ସେବା ପରେ ଫର୍ମ ପୂରଣ । ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଥିଲେ, ମୁନ୍ନା ଭାଇ ଏମବିବିଏସ୍ ଫିଲ୍ମ ଆପଣ ସମସ୍ତେ ଦେଖିଥିବେ। ରୋଗୀଙ୍କୁ ମୁନା ଭାଇ କିଭଳି ହଗ୍ କରୁଥିଲେ ଆପଣ ଦେଖିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us