ମୁଁ କାହିଁକି ଖାଉଛି ତମାଖୁ ?

ଓଲିଉଡ ଅଭିନେତା ସାତ୍ୟକି ମିଶ୍ରଙ୍କର ସୋଶାଲ ମିଡିଆରେ ଏକ ଛୋଟ ଭିଡିଓ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

Manoj Swain
  • Published: Friday, 29 December 2023
  • Updated: 29 December 2023, 01:31 PM IST

Sports

Latest News

ଟିକେ ଜର୍ଦ୍ଦା ମିଶା ପାନ ନଖାଇଲେ ଭଲ ଲାଗେନି । କାମକରି ହୁଏନି । ଦୁଇ ତିନି ଥର ଛାଡ଼ିଲା ପରେ ବି ପୁଣି ଜର୍ଦ୍ଦା ପାନ ଖାଉଛି । ତମାଖୁ ମିଶ୍ରିତ ପାନ, ଗୁଟଖା, ସିଗାରେଟ ଖାଉଥିବା ଲୋକ ଏଭଳି ଉତ୍ତର ଦେଉଥିବାବେଳେ ଓଲିଉଡ ଅଭିନେତା ସାତ୍ୟକି ମିଶ୍ରଙ୍କର ସୋଶାଲ ମିଡିଆରେ ଏକ ଛୋଟ ଭିଡିଓ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos