ମୁଁ କାହିଁକି ଖାଉଛି ତମାଖୁ ? | Odisha Reporter
Advertisment
ଟିକେ ଜର୍ଦ୍ଦା ମିଶା ପାନ ନଖାଇଲେ ଭଲ ଲାଗେନି । କାମକରି ହୁଏନି । ଦୁଇ ତିନି ଥର ଛାଡ଼ିଲା ପରେ ବି ପୁଣି ଜର୍ଦ୍ଦା ପାନ ଖାଉଛି । ତମାଖୁ ମିଶ୍ରିତ ପାନ, ଗୁଟଖା, ସିଗାରେଟ ଖାଉଥିବା ଲୋକ ଏଭଳି ଉତ୍ତର ଦେଉଥିବାବେଳେ ଓଲିଉଡ ଅଭିନେତା ସାତ୍ୟକି ମିଶ୍ରଙ୍କର ସୋଶାଲ ମିଡିଆରେ ଏକ ଛୋଟ ଭିଡିଓ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us