ପାରାସିଟାମଲ ସମେତ ୫୩ଟି ଔଷଧ ପରୀକ୍ଷାରେ ଫେଲ୍‌

ଅଗଷ୍ଟ ମାସରେ CDSCO ଭାରତୀୟ ମାର୍କେଟରେ ବିକ୍ରି ହେଉଥିବା ୧୫୬ଟି ଫିକ୍ସଡ ଡୋଜ ଔଷଧ କମ୍ବିନେସନକୁ ବ୍ୟାନ କରିଥିଲା। ଏହା ମଧ୍ୟରେ ଜ୍ୱର, ପେନ କିଲର ଓ ଆଲର୍ଜି ପାଇଁ ଅଧିକ ବ୍ୟବହାର ହେଉଥିବା ଔଷଧ ସବୁ ଥିଲା।

Medicine

representational image

Hemant Lenka
  • Published: Wednesday, 25 September 2024
  • Updated: 25 September 2024, 06:11 PM IST

Sports

Latest News

କ୍ୟାଲସିୟମ, ଭିଟାମିନ ଡି୩ ସପ୍ଲିମେଣ୍ଟ, ମଧୁମେହ ଓ ଉଚ୍ଚ ରକ୍ତଚାପ ପାଇଁ ଲୋକମାନେ ବ୍ୟବହାର କରୁଥିବା ୫୩ଟି ଔଷଧ ଗୁଣବତ୍ତା ମାନ ଯାଞ୍ଚ ବେଳେ ଫେଲ ମାରିଛନ୍ତି। ଭାରତୀୟ ଔଷଧ ପ୍ରାଧିକରଣ ଦ୍ୱାରା କରାଯାଇଥିବା ମାନ ଯାଞ୍ଚ ବେଳେ ଏପରି ତଥ୍ୟ ସାମ୍ନାକୁ ଆସିଛି। ଏହି ତଥ୍ୟ ପରେ ଲୋକମାନେ ନିଜର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। 

ସିଡିଏସସିଓ ତା’ର ମାସିକ ତାଲିକାରେ ପାରାସିଟାମଲ ସମେତ ମୋଟ ୫୩ଟି ଔଷଧ ଧାର୍ଯ୍ୟ ଗୁଣବତ୍ତା(ଏନଏସ୍‌କ୍ୟୁ)କୁ ପୂରଣ କରି ପାରୁ ନଥିବା ସତର୍କ କରାଇଛି। ଡ୍ରଗ ରେଗୁଲେଟରଙ୍କ ଯାଞ୍ଚ ବେଳେ ଭିଟାମିନ ସି ଓ ଡି ୩ ଟ୍ୟାବଲେଟ୍ସ ଶେଲକା, ଭିଟାମିନ ବି କମ୍ପ୍ଲେକ୍ସ ଓ ଭିଟାମିନ ସି ସୋଫଜେଲ୍ସ, ଆଣ୍ଟି ଏସିଡ ବା ଗ୍ୟାସ ବିରୋଧରେ ଦିଆଯାଉଥିବା ପାନ ଡି, ପାରାସିଟାମଲ ଟ୍ୟାବଲେଟ୍ସ ଆଇପି ୫୦୦ ଏମଜି, ଆଣ୍ଟି ଡାଇବେଟିକ୍ସ ଔଷଧ Glimepiride, ଉଚ୍ଚ ରକ୍ତଚାପ ପାଇଁ ଦିଆଯାଉଥିବା ଟେଲମିସାରଟନ ଭଳି ୫୩ଟି ଔଷଧ ଆବଶ୍ୟକ ଗୁଣବତ୍ତାର ମାନଦଣ୍ଡକୁ ପୂରଣ କରିପାରି ନାହାନ୍ତି।

Also Read

ଗୁଣବତ୍ତା ଯାଞ୍ଚରେ ଫେଲ ମାରିଥିବା ଔଷଧ ଗୁଡ଼ିକୁ ହେଟାରୋ ଡ୍ରଗ୍ସ, ଆଲକେମ ଲ୍ୟାବ, ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସ ଲିଃ(ହାଲ), କର୍ଣ୍ଣାଟକା ଆଣ୍ଟିବାୟୋଟିକ୍ସ ଓ ଫାର୍ମାସିଟ୍ୟୁକାଲ୍ସ ଲିଃ, ମେଗ ଲାଇଫ ସାଇନ୍ସ, ପ୍ୟୁରୋ ଓ କ୍ୟୁରୋ ହେଲ୍ଥ ସେଣ୍ଟର ଏବଂ ଅନ୍ୟ କିଛି ସଂସ୍ଥା ତିଆରି କରନ୍ତି।

ପେଟ ସଂକ୍ରମଣ ପାଇଁ ସାଧାରଣତଃ ବ୍ୟବହୃତ ହେଉଥିବା Metronidazole ମଧ୍ୟ ଯାଞ୍ଚ ବେଳେ ଫେଲ ହୋଇଛି। ଏହି ଔଷଧକୁ Hindustan Antibiotic Limited (HAL) ତିଆରି କରିଥାଏ। ସେହିପରି ଶେଲକାର ବିତରଣ ଟୋରେଣ୍ଟ ଫାର୍ମାସିଟ୍ୟୁକାଲ୍ସ କରୁଥିବା ବେଳେ ଏହାର ଉତ୍ପାଦନ ଉତ୍ତରାଖଣ୍ଡ ଭିତ୍ତିକ ପ୍ୟୁରୋ ଓ କ୍ୟୁରୋ ହେଲ୍ଥ ସେଣ୍ଟର କରିଥାଏ।

ଅଗଷ୍ଟ ମାସରେ CDSCO ଭାରତୀୟ ମାର୍କେଟରେ ବିକ୍ରି ହେଉଥିବା ୧୫୬ଟି ଫିକ୍ସଡ ଡୋଜ ଔଷଧକ କମ୍ବିନେସକୁ ବ୍ୟାନ କରିଥିଲା। ଏହା ମଧ୍ୟରେ ଜ୍ୱର, ପେନ କିଲର ଓ ଆଲର୍ଜି ପାଇଁ ଅଧିକ ବ୍ୟବହାର ହେଉଥିବା ଔଷଧ ସବୁ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story