ଶୁବଜିତଙ୍କୁ ମାରିଦେଲା ରେ’ ସିଣ୍ଡ୍ରମ, ଆପଣ ବି ସତର୍କ ରୁହନ୍ତୁ | Odisha Reporter
ତେବେ ଏଠି ପ୍ରଶ୍ନ ଉଠୁଛି କ’ଣ ହୋଇଥିଲା ୮ ବର୍ଷର ପୁଅ ଶୁଭୋଜିତଙ୍କର? ଡକ୍ଟରଙ୍କ କହିବା ଅନୁସାରେ ଏହା ହେଉଛି ରେଇ ସିଣ୍ଡ୍ରୋମ ରୋଗ। ସାଧାରଣତଃ ଏହା ଏକ ଭୂତାଣୁ ଜନିତ ଇନଫେକ୍ସନ। ଏହି ରୋଗ ହେଲେ ମସ୍ତିଷ୍କ ଫୁଲି ଯାଏ ଓ ଲିଭର ନଷ୍ଟ ହୋଇଯାଏ। ଆସ୍ପ୍ରିନ୍ ଭଳି ସାଧାରଣ ଔଷଧରେ ଏହାର ଚିକିତ୍ସା ହୋଇଥାଏ। ଏହି ରୋଗ ୫ରୁ ୧୫ବର୍ଷ ବୟସ୍କ ପିଲାଙ୍କ କ୍ଷେତ୍ରରେ ବିଶେଷ ଭାବରେ ଦେଖାଦିଏ। ଯେଉଁମାନେ ଭଇରାଲ୍ କିମ୍ବା ହାଡ଼ଫୁଟିରୁ ଭଲ ହୋଇଥାନ୍ତି, ସେହି କ୍ଷେତ୍ରରେ ପିଲାମାନେ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି। ଯଦି ଭାଇରାଲରୁ ଭଲ ହେବା ପରେ ପିଲାମାନେ ବାଉଳି ହେଲେ, ଝଡ଼ ପରିସ୍ରା ଆପେ ଆପେ ହେଲେ, ବାତ ମାରଲେ, ସେମାନଙ୍କୁ ଏହି ରୋଗ ହୋଇଥିବା ସନ୍ଦେହ କରାଯାଇଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us