2 କିମି ଭାରରେ ବୁହା ହେଲେ ଗର୍ଭବତୀ | Odisha Reporter
ଜନନୀ ଯନ୍ତ୍ରଣା, ଭାରରେ ବୁହା ହେଲେ ଗର୍ଭବତୀ
ଜନନୀ ଯନ୍ତ୍ରଣା, ଗ୍ରାମକୁ ରାସ୍ତା ନ ଥିବାରୁ ପ୍ରାୟ ୨ କିମି ଭାରରେ ବୁହା ହେଲେ ଗର୍ଭବତୀ । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶିପୁର ବ୍ଲକ କାହ୍ନୁଗୁଡ଼ା ଗ୍ରାମରେ ।
2 କିମି ଭାରରେ ବୁହା ହେଲେ ଗର୍ଭବତୀ | Odisha Reporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
