ଜନନୀ ଯନ୍ତ୍ରଣା, ଗ୍ରାମକୁ ରାସ୍ତା ନ ଥିବାରୁ ପ୍ରାୟ ୨ କିମି ଭାରରେ ବୁହା ହେଲେ ଗର୍ଭବତୀ । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶିପୁର ବ୍ଲକ କାହ୍ନୁଗୁଡ଼ା ଗ୍ରାମରେ । ଆମ୍ବୁଲାନ୍ସ ଆସିଥିଲା କିନ୍ତୁ ଗାଁକୁ ଯିବାକୁ ହେଲେ ନଦୀ ପାର ହେବାକୁ ପଡିିବ ସେଥିଲାଗି ପ୍ରାୟ ୨ କିମି ଦୂରରେ ଅଟକି ଯାଇଥିଲା ଆମ୍ବୁଲାନ୍ସ ।