କଦଳୀ ଗଛର ତନ୍ତୁରେ ସାନିଟାରୀ ପ୍ୟାଡ୍

'ଏହି ପ୍ୟାଡର ବିଶେଷତ୍ୱ ହେଉଛି ଯେ ଏହା ପରିବେଶ ଅନୁକୂଳ ଓ ସ୍ୱାସ୍ଥ୍ୟ ଉପଯୋଗୀ।'

Manoj Swain
  • Published: Thursday, 21 March 2024
  • Updated: 21 March 2024, 12:45 PM IST

Sports

Latest News

କଦଳୀ ପାଟୁକା ବା କଦଳୀ ଗଛର ତନ୍ତୁରୁ ତିଆରି ହେଉଛି ସାନିଟାରୀ ପ୍ୟାଡ୍। ତା’ପୁଣି ରିୟୁଜେବଲ, ଅର୍ଥାତ୍ ଏକାଧିକ ଥର ବ୍ୟବହାର କରି ହେବ। ଅତିକମ୍‌ରେ ୩ରୁ ୪ ବର୍ଷ ଯାଏଁ ବ୍ୟବହାର କରି ହେବ ଏହି ପ୍ୟାଡ୍। ସୌଖ୍ୟମ୍ ରି-ୟୁଜେବଲ ପ୍ୟାଡ୍ସ ଅଭିଯାନ ଅଧୀନରେ ଏହାକୁ ତିଆରି କରିଛି ମାତା ଅମୃତାନନ୍ଦମୟୀ ମଠ। ପ୍ୟାଡ୍ ଓମ୍ୟାନ୍ ଭାବେ ପରିଚିତ ତଥା ସୌଖ୍ୟମ ରିୟୁଜେବଲ ପ୍ୟାଡ୍ସର ପରିଚାଳନା ନିର୍ଦ୍ଦେଶିକା ଅଞ୍ଜୁ ବିଷ୍ଟ କହିଛନ୍ତି, ଏହି ପ୍ୟାଡର ବିଶେଷତ୍ୱ ହେଉଛି ଯେ ଏହା ପରିବେଶ ଅନୁକୂଳ ଓ ସ୍ୱାସ୍ଥ୍ୟ ଉପଯୋଗୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos