Advertisment

କଦଳୀ ଗଛର ତନ୍ତୁରେ ସାନିଟାରୀ ପ୍ୟାଡ୍

'ଏହି ପ୍ୟାଡର ବିଶେଷତ୍ୱ ହେଉଛି ଯେ ଏହା ପରିବେଶ ଅନୁକୂଳ ଓ ସ୍ୱାସ୍ଥ୍ୟ ଉପଯୋଗୀ।'

Advertisment

କଦଳୀ ପାଟୁକା ବା କଦଳୀ ଗଛର ତନ୍ତୁରୁ ତିଆରି ହେଉଛି ସାନିଟାରୀ ପ୍ୟାଡ୍। ତା’ପୁଣି ରିୟୁଜେବଲ, ଅର୍ଥାତ୍ ଏକାଧିକ ଥର ବ୍ୟବହାର କରି ହେବ। ଅତିକମ୍‌ରେ ୩ରୁ ୪ ବର୍ଷ ଯାଏଁ ବ୍ୟବହାର କରି ହେବ ଏହି ପ୍ୟାଡ୍। ସୌଖ୍ୟମ୍ ରି-ୟୁଜେବଲ ପ୍ୟାଡ୍ସ ଅଭିଯାନ ଅଧୀନରେ ଏହାକୁ ତିଆରି କରିଛି ମାତା ଅମୃତାନନ୍ଦମୟୀ ମଠ। ପ୍ୟାଡ୍ ଓମ୍ୟାନ୍ ଭାବେ ପରିଚିତ ତଥା ସୌଖ୍ୟମ ରିୟୁଜେବଲ ପ୍ୟାଡ୍ସର ପରିଚାଳନା ନିର୍ଦ୍ଦେଶିକା ଅଞ୍ଜୁ ବିଷ୍ଟ କହିଛନ୍ତି, ଏହି ପ୍ୟାଡର ବିଶେଷତ୍ୱ ହେଉଛି ଯେ ଏହା ପରିବେଶ ଅନୁକୂଳ ଓ ସ୍ୱାସ୍ଥ୍ୟ ଉପଯୋଗୀ।

Advertisment
Odisha Sanitary Pads
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe