Advertisment

ଷ୍ଟିଲ୍‌ ସିଟି ରାଉରକେଲାର ସ୍ଥିତି ବେହାଲ୍‌, ଗଲାଣି ୬ ଜୀବନ

ଷ୍ଟିଲ୍‌ ସିଟି ରାଉରକେଲାର ସ୍ଥିତି ବେହାଲ୍‌। ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗୋଟିଏ ପଡ଼ାରୁ ଅନ୍ୟ ପଡ଼ାକୁ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି।

Advertisment

ଷ୍ଟିଲ୍‌ ସିଟି ରାଉରକେଲାର ସ୍ଥିତି ବେହାଲ୍‌। ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗୋଟିଏ ପଡ଼ାରୁ ଅନ୍ୟ ପଡ଼ାକୁ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି। ଗତ ସାତ ଦିନରେ ବେହାଲ୍‌ ହେଲାଣି ଷ୍ଟିଲ୍‌ ସିଟିର ଅବସ୍ଥା। ଗଲାଣି ୬ଟି ମୂଲ୍ୟବାନ ଜୀବନ। ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ସରକାରୀ ଓ ଘରୋଇ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ସେପଟେ ହସ୍ପିଟାଲକୁ ଯାଇ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମନ୍ତ୍ରୀ ସାରଦା ନାୟକ।

Advertisment
Odisha Rourkela
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe