ଲକ୍ଷଣରୁ ଜାଣନ୍ତୁ ପାର୍କିନ୍ସନ୍ ରୋଗ ସମ୍ପର୍କରେ। ଏହି ରୋଗ ହେଲେ କଣ ସବୁ ହୁଏ। ପାର୍କିନ୍ସନ୍ ରୋଗ ହେଉଛି ଏକ ବ୍ରେନ ଡିସଅର୍ଡର । ଯାହା ଆମର ସ୍ନାୟୁ ପ୍ରଣାଳୀକୁ ପ୍ରଭାବିତ କରିଥାଏ । ଏହା ଜଣେ ବ୍ୟକ୍ତି ପାଇଁ କେତେ ମାରାତ୍ମକ ? ଅଧିକ ଜାଣିବା ପାଇଁ ଦେଖନ୍ତୁ ଓଡିଶା ରିପୋର୍ଟରର ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ 'ସୁସ୍ଥ ଜୀବନ ସରଳ ସୂତ୍ର' ।