ଏବେ ଘରେ ଘରେ ବ୍ୟାପୁଛି ଆଖି ଧରା ରୋଗ । ଚିନ୍ତା ବଢାଇଦେଇଛି ଆଖି ଧରା ରୋଗ । ତେବେ ଦେଖନ୍ତୁ ଆଖି ଧରିଲେ କଣ କରିବା ଉଚିତ ଏବଂ କଣ କରିବା ଅନୁଚିତ ? ଦେଖନ୍ତୁ ଏନେଇ ଓଡ଼ିଶା ରିପୋର୍ଟର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସୁସ୍ଥ ଜୀବ ସରଳ ସୂତ୍ର।