କିଭଳି ବ୍ୟାପେ ଏଚଆଇଭି ଏଡ୍ସ ? | Odisha Reporter
Advertisment
ଏଡସ୍ ହେଉଛି ଏକ ଭୂତାଣୁ ଜନିତ ରୋଗ। ଅସୁରକ୍ଷିତ ଯୌନ ସମ୍ପର୍କ ଏହି ରୋଗର ମୁଖ୍ୟ କାରଣ। ଏଚ୍.ଆଇ.ଭି(ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍) ସଂକ୍ରମଣ ଦ୍ୱାରା ଏଡସ୍ ହୋଇଥାଏ। ଏହି ଭୂତାଣୁ ପ୍ରତିରକ୍ଷା ପ୍ରଣାଳୀକୁ କ୍ଷତି ପହଞ୍ଚାଇଥାଏ। ଫଳରେ ଜଣେ ବ୍ୟକ୍ତି ଯଥେଷ୍ଟ ଦୁର୍ବଳ ହୋଇଯିବା ସହ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us