ସାପ କାମୁଡ଼ିଲେ କ’ଣ କରିବେ? | Odisha Reporter
ସାପ କାମୁଡା ପ୍ରତି ସାବଧାନ ରୁହନ୍ତୁ। ସାପ କାମୁଡିଥିଲେ ସମୟ ନଷ୍ଟ ନକରି ଯଥାଶୀଘ୍ର ଆହତ ବ୍ୟକ୍ତିକୁ ନିକଟସ୍ଥ ଡାକ୍ତରଖାନାକୁ ନେଇ ଯାଆନ୍ତୁ।ଅନ୍ଧବିଶ୍ୱାସରେ ଗୁଣିଆ ବା ଝଡାଫୁଙ୍କାରେ ଆଦୌ ସମୟ ନଷ୍ଟ କରନ୍ତୁ ନାହିଁ।
Advertisment
ସାପ କାମୁଡ଼ିଲେ କ’ଣ କରିବେ? | Odisha Reporter