ସାପ କାମୁଡ଼ିଲେ କ’ଣ କରିବେ ?

Manoj Swain
  • Published: Thursday, 27 July 2023
  • , Updated: 27 July 2023, 11:53 AM IST

ସାପ କାମୁଡା ପ୍ରତି ସାବଧାନ ରୁହନ୍ତୁ। ସାପ କାମୁଡିଥିଲେ ସମୟ ନଷ୍ଟ ନକରି ଯଥାଶୀଘ୍ର ଆହତ ବ୍ୟକ୍ତିକୁ ନିକଟସ୍ଥ ଡାକ୍ତରଖାନାକୁ ନେଇ ଯାଆନ୍ତୁ।ଅନ୍ଧବିଶ୍ୱାସରେ ଗୁଣିଆ ବା ଝଡାଫୁଙ୍କାରେ ଆଦୌ ସମୟ ନଷ୍ଟ କରନ୍ତୁ ନାହିଁ। 

Related story