ଧିରେଧିରେ ବଢି ଚାଲିଛି କିଡନୀ ରୋଗୀଙ୍କ ସଂଖ୍ୟା। ନିୟନ୍ତ୍ରଣ ହେବା ବଦଳରେ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ କିଡନୀ ରୋଗୀ କଣ କରିବେ ଓ କଣ କରିବେନି ? ଏ ବିଷୟରେ ଆମର ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ସୁସ୍ଥ ଜୀବନ ସରଳ ସୂତ୍ରରେ ଆଲୋଚନା - କିଡନୀ ରୋଗୀ କଣ କରିବେ ଓ କଣ କରିବେନି।