ଭାରତରେ ମହିଳାମାନଙ୍କ କ୍ଷେତ୍ରରେ ଏନିମିଆ ବା ରକ୍ତହୀନତା ରୋଗ ଅଧିକ ଦେଖାଯାଏ। ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ତଥ୍ୟ ଅନୁଯାୟୀ, ଭାରତରେ 15ରୁ 49 ବର୍ଷ ବୟସର ପ୍ରାୟ 53.1 ପ୍ରତିଶତ ମହିଳା ରକ୍ତହୀନତାର ଶିକାର। ଏହାର ମୁଖ୍ୟ କାରଣ ସଠିକ୍ ଖାଦ୍ୟର ଅଭାବ। କେଉଁ ଖାଦ୍ୟ ଖାଇବା ଦ୍ୱାରା ରକ୍ତହୀନତା ସମସ୍ୟାକୁ ଦୂର କରାଯାଇ ପାରିବ, ଜାଣନ୍ତୁ...
ଆପଲ୍ ଏବଂ ବିଟ୍ ଜୁସ୍
ପାଳଙ୍ଗ ଶାଗ
କିସମିସ୍
ରକ୍ତହୀନତାକୁ ଦୂର କରିବା ପାଇଁ କିସମିସ୍ ଖାଇପାରିବେ। ଏଥିରେ ମଧ୍ୟ ଆଇରନ୍ ଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏନିମିଆ ବା ରକ୍ତହୀନତା ଥିବା ରୋଗୀଙ୍କୁ କିସମିସ୍ ଖାଇବା ପାଇଁ ପରାମର୍ଶ ଦିଅନ୍ତି।
Disclaimer: ଉପରିସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।