Advertisment

ଜାଣନ୍ତି କି ହେପାଟାଇଟିସ୍ କାହିଁକି ହୁଏ ?

ହେପାଟାଇଟିସ୍ ହେଉଛି ଯକୃତ୍‌ ବା ଲିଭର୍‌କୁ ଆକ୍ରାନ୍ତ କରୁଥିବା ଏକ ଭୂତାଣୁ ଜନିତ ରୋଗ।

Advertisment

ହେପାଟାଇଟିସ୍ ହେଉଛି ଯକୃତ୍‌ ବା ଲିଭର୍‌କୁ ଆକ୍ରାନ୍ତ କରୁଥିବା ଏକ ଭୂତାଣୁ ଜନିତ ରୋଗ। ପ୍ରାୟତଃ ଏହି ରୋଗ ୫ ପ୍ରକାର ଭୂତାଣୁ ଯୋଗୁଁ ହୋଇଥାଏ। ହେପାଟାଇଟିସ୍‌ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୮ ତାରିଖକୁ 'ବିଶ୍ୱ ହେପାଟାଇଟିସ୍‍ ଦିବସ' ପାଳନ କରାଯାଉଛି। ତେବେ ବିଶ୍ୱ ହେପାଟାଇଟିସ୍ ଦିବସରେ ଏହାର ଲକ୍ଷଣ ଏବଂ ପ୍ରତିକାର ବିଷୟରେ ଜାଣନ୍ତୁ...

Advertisment
Odia Health Tips World Hepatitis Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe