ଡ଼ରାଇଲାଣି ଜିକା ଭାଇରସ, ୨ ଗର୍ଭବତୀଙ୍କ ସମେତ ୬ ସଂକ୍ରମିତ ଚିହ୍ନଟ

ସଂକ୍ରମିତଙ୍କ ମଧ୍ୟରେ ଜଣେ ଡାକ୍ତର ଏବଂ ତାଙ୍କ ଝିଅ ମଧ୍ୟ ଅଛନ୍ତି।

Mosquito

ମଶା

Debibandita Barick
  • Published: Tuesday, 02 July 2024
  • Updated: 02 July 2024, 12:03 PM IST

Sports

Latest News

ପୁଣେରେ ବୃଦ୍ଧି ପାଉଛି ଜିକା ଭୂତାଣୁ ସଂକ୍ରମଣ। ଦୁଇ ଜଣ ଗର୍ଭବତୀଙ୍କ ସମେତ 6 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସହରର ଏରାଣ୍ଡୱାନେ ଅଞ୍ଚରେ ଚାରି ଜଣ ଏବଂ ମୁନଧୱା ଅଞ୍ଚଳରେ ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି। 

ଗତ ସପ୍ତାହରେ ଜଣେ ଗର୍ଭବତୀ ମହିଳା ଜିକା ଭାରରସର୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳ ଗତକାଲି ରାତିରେ ଜଣେ ୩ ମାସର ଗର୍ଭବତୀ ମହିଳା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ସପ୍ତାହରେ ଚିହ୍ନଟ ହୋଇଥିବା ୨୮ ବର୍ଷୀୟ ମହିଳା ୫ ମାସର ଗର୍ଭବତୀ। ଉଭୟ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି।  

Also Read

ଏହାପୂର୍ବରୁ ଜଣେ ୪୬ ବର୍ଷୀୟ ଡାକ୍ତର ଏବଂ ତାଙ୍କ ଝିଅ ଜିକା ଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପୁଣେ ମ୍ୟୁନିସିପାଲ କର୍ପୋରେସନ ପଦକ୍ଷେପ ନେବା ସହ ମଶାଙ୍କ ପ୍ରଜନନ ରୋକିବା ଉପରେ ପଦକ୍ଷେପ ନେଉଥିବା ଜଣେ ଅଧିକାରୀ କହିଛନ୍ତି।

ପ୍ରକାଶ ଥାଉକି, ଏଡିସ୍ ମଶା କାମୁଡ଼ିବା ଦ୍ୱାରା ଜିକା ସଂକ୍ରମିତ ହୋଇଥାଏ। ଏହି ମଶା କାମୁଡ଼ାରେ ଡେଙ୍ଗୁ ଏବଂ ଚିକେନଗୁନିଆ ମଧ୍ୟ ହୋଇଥାଏ। ଜିକା ଭୂତାଣୁ ପ୍ରଥମେ ଉଗାଣ୍ଡାରେ ୧୯୪୭ ମସିହାରେ ଚିହ୍ନଟ ହୋଇଥିଲା।

ଗର୍ଭବତୀ ମହିଳାଙ୍କୁ ଭୂତାଣୁ ସଂକ୍ରମଣ କହେଲେ ସାମାନ୍ୟ ଚିନ୍ତା ବଢାଇଥାଏ। କାରଣ ଏହି ଭୂତାଣୁ ଗର୍ଭସ୍ଥ ଶିଶୁର ମାଇକ୍ରୋସେଫାଲୀ (ମସ୍ତିଷ୍କର ଅସ୍ୱାଭାବିକ ବିକାଶ ହେତୁ ମୁଣ୍ଡ ଯଥେଷ୍ଟ ଛୋଟ) ହୋଇପାରେ। କିନ୍ତୁ ପୁଣେରେ ସଂକ୍ରମିତ ହୋଇଥିବା ଗର୍ଭବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସ୍ୱାସ୍ଥ୍ୟ ବିଭାଗ କହିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story