ଭାତ ଡାଲି ଧରିଲେ, ଗଗନ ଭାଇ ଚାଲିଲେ.. | Odisha Reporter
ଅଙ୍ଗେନିଭା କଥା, ଇଏ କୌଣସି ଗପ ନୁହେଁ, ପୁରା ନିଚ୍ଛକ ସତ ଘଟଣା, ତେବେ ଶୁଣନ୍ତୁ। ଶୀତ ରାତିର ଘନ କୁହୁଡ଼ି ଘୋଡାଏ ଦେଉଥାଏ ରାଜଧାନୀ ଭୁବନେଶ୍ବରକୁ। ରାସ୍ତା ସାରା ଖାଁ ଖାଁ । ଶୋଇ ଯାଇଥାଏ ପୂରା ସହର। ଆମେ ଡ୍ୟୁଟି ସାରି ଘରକୁ ଫେରୁଥାଏ। ଅଚାନକ ନଜର ପଡିଥିଲା ଜଣେ ବ୍ୟକ୍ତିଙ୍କ ଉପରେ। ତେବେ ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
