Advertisment

'ଅନ୍ୟକୁ ସାହାଯ୍ୟ କଲେ, ଭଗବାନ ତୁମକୁ ସାହାଯ୍ୟ କରିବେ'

ଶୀତ ରାତିର ଘନ କୁହୁଡ଼ି ଘୋଡାଏ ଦେଉଥାଏ ରାଜଧାନୀ ଭୁବନେଶ୍ବରକୁ। ରାସ୍ତା ସାରା ଖାଁ ଖାଁ । ଶୋଇ ଯାଇଥାଏ ପୂରା ସହର। ଆମେ ଡ୍ୟୁଟି ସାରି ଘରକୁ ଫେରୁଥାଏ। ଅଚାନକ ନଜର ପଡିଥିଲେ ଜଣେ ବ୍ୟକ୍ତିଙ୍କ ଉପରେ।

Advertisment

ଅଙ୍ଗେନିଭା କଥା, ଇଏ କୌଣସି ଗପ ନୁହେଁ, ପୁରା ନିଚ୍ଛକ ସତ ଘଟଣା, ତେବେ ଶୁଣନ୍ତୁ। ଶୀତ ରାତିର ଘନ କୁହୁଡ଼ି ଘୋଡାଏ ଦେଉଥାଏ ରାଜଧାନୀ ଭୁବନେଶ୍ବରକୁ। ରାସ୍ତା ସାରା ଖାଁ ଖାଁ । ଶୋଇ ଯାଇଥାଏ ପୂରା ସହର। ଆମେ ଡ୍ୟୁଟି ସାରି ଘରକୁ ଫେରୁଥାଏ। ଅଚାନକ ନଜର ପଡିଥିଲା ଜଣେ ବ୍ୟକ୍ତିଙ୍କ ଉପରେ। ତେବେ ଦେଖନ୍ତୁ ପୂରା ରିପୋର୍ଟ।

Advertisment
Odisha Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe