Advertisment

'ଚାଲିଛି ମଣିଷ ନିଲାମି, ଆପଣମାନେ ଖୁସି ତ?’

ସରକାରଙ୍କ ମିଛ ପ୍ରତିଶୃତି ଶୁଣିବା ପାଇଁ ଆଉ ଧୈର୍ଯ୍ୟ ନାହିଁ। ଆଉ ଅଳ୍ପ ବେତନାରେ କାମ କରି ପରିବାର ପ୍ରତିପୋଷଣ କରିବା ସମ୍ଭବ ହେଉନାହିଁ। ମୁଖ୍ୟ ଶାସନ ସଚିବଙ୍କ ପ୍ରତିଶୃତି କୁଆଡ଼େ ପାଣିରେ ମେଳାଇ ଗଲା। ଆଉଟ ସୋର୍ସିଂ କର୍ମଚାରୀ ଭାବେ ଅଳ୍ପ ବେତନରେ ଆଉ କେତେ ଦିନ ସରକାରଙ୍କ ପାଇଁ ଝାଳ ବୁହାଇବେ?

Outsourcing Humanity BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe