କୁନି ପୁଅର କଲିଜା କାଢିନେଲେ,ବାପା ମା\'ଙ୍କ କଲିଜା ଥରିଉଠିଲା || Parents of brain-dead child donate his Organs
Advertisment
ମାତ୍ର ୨୧ ମାସର ଶିଶୁପୁତ୍ର। ମୃତ୍ୟୁ ପରେ ବି ଅମର ହୋଇଯାଇଛି କୁନି ପୁଅ ପ୍ରତ୍ୟୁଷ। ଆଉ ଦେଇଗଲା ୨ ନୂଆ ଜୀବନ। ସାନ ହୋଇ ବି ତାର ମହତ ଦାନକୁ କେବେ ଭୁଲି ହେବନି। ଜନ୍ମ ହେବା ପରେ ଦୀର୍ଘ ଦିନ ଧରି ମେଡିକାଲରେ ଶଯ୍ୟାଶାୟୀ ଥିଲା ପ୍ରତ୍ୟୁଷ। ଡାକ୍ତର ବ୍ରେନ୍ ଡେଡ୍ ଘୋଷଣା କରିବା ପରେ ପୁଅର ହାର୍ଟ ଓ ଲିଭର ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ପ୍ରତ୍ୟୁଷର ବାପା ମାଆ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us