Advertisment

ଚାଉଳ ପାଇଁ ଟ୍ରଲିରେ ବୁହାହେଲେ ବୃଦ୍ଧ

ନକ୍ସଲପ୍ରବଣ ଓ ଆଦିବାସୀ ଅଧ୍ୟୁଷିତ ନାରାୟଣପାଟଣା ବ୍ଲକ ସଦର ପଞ୍ଚାୟତର ଚଂପିକଟା ସାହିର ବାସୀନ୍ଦା ହେଉଛନ୍ତି ଲିଙ୍ଗୁ ଟ୍ରେପେକା। ତାଙ୍କର ବୟସ ୮୫ ବର୍ଷ। ରୋଗ ଯନ୍ତ୍ରଣାରେ ପଡ଼ିଥିବାରୁ ଚାଲିବୁଲି ପାରୁ ନାହାନ୍ତି।

author-image
Manoj Swain

ସରକାରୀ ଚାଉଳ ପାଇଁ ଟ୍ରଲିରେ ବୁହା ହେଲେ ଜଣେ ବୃଦ୍ଧ । ହିତାଧିକାରୀଙ୍କ ବସିବା ଉଠିବା କଷ୍ଟକର, ବାବୁ କହିଲେ ଟିପଚିହ୍ନ ଦରକାର । ଦେଖଣାହାରୀ ସାଜିଥିଲେ ବାଟଗଲା ଲୋକେ, ହନ୍ତସନ୍ତ ହେଉଥିଲେ ବୁଢ଼ା ମଉସା । ଗଣ୍ଡେ ଚାଉଳ ପାଇଁ ଜଣେ 85 ବର୍ଷର ବୃଦ୍ଧଙ୍କୁ ଟ୍ରଲିରେ ବୁହାଗଲା । ବିଭାଗୀୟ ବାବୁ କହିଲେ, ଆରଥର ଘରେ ପହଞ୍ଚାଇଦେବୁ ଚାଉଳ। ବୃଦ୍ଧଙ୍କ ପତ୍ନୀ କହିଲେ, 100 ଟଙ୍କା ଖର୍ଚ୍ଚ କରି ପ୍ରତିଥର ଟ୍ରଲିରେ ନେବାକୁ ପଡୁଛି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Odisha Poverty