ମଉସାଙ୍କୁ ଟ୍ରଲିରେ ଧରି ପହଞ୍ଚିଲେ ମାଉସୀ || Ration Card Beneficiary || Koraput Narayanpatna || OR
Advertisment
ସରକାରୀ ଚାଉଳ ପାଇଁ ଟ୍ରଲିରେ ବୁହା ହେଲେ ଜଣେ ବୃଦ୍ଧ । ହିତାଧିକାରୀଙ୍କ ବସିବା ଉଠିବା କଷ୍ଟକର, ବାବୁ କହିଲେ ଟିପଚିହ୍ନ ଦରକାର । ଦେଖଣାହାରୀ ସାଜିଥିଲେ ବାଟଗଲା ଲୋକେ, ହନ୍ତସନ୍ତ ହେଉଥିଲେ ବୁଢ଼ା ମଉସା । ଗଣ୍ଡେ ଚାଉଳ ପାଇଁ ଜଣେ 85 ବର୍ଷର ବୃଦ୍ଧଙ୍କୁ ଟ୍ରଲିରେ ବୁହାଗଲା । ବିଭାଗୀୟ ବାବୁ କହିଲେ, ଆରଥର ଘରେ ପହଞ୍ଚାଇଦେବୁ ଚାଉଳ। ବୃଦ୍ଧଙ୍କ ପତ୍ନୀ କହିଲେ, 100 ଟଙ୍କା ଖର୍ଚ୍ଚ କରି ପ୍ରତିଥର ଟ୍ରଲିରେ ନେବାକୁ ପଡୁଛି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us