ବାପାର ପାଦ ପାଇଁ ଭିକ୍ଷା ମାଗୁଛି ସ୍ୱାଗତ... | Odisha Reporter
Advertisment
ଯେଉଁ ବୟସରେ ଖେଳକୁଦ କରିବା କଥା। ଯେଉଁ ବୟସରେ ବାପା ହାତ ଧରି ଦୁନିଆ ଦେଖିବା କଥା ସେଇ ବୟସରେ ଜୀବନ କଣ ଜାଣି ନଥିବା ୧୨ ବର୍ଷ ବୟସର ପୁଅ ସ୍ୱାଗତ ବାପାଙ୍କ ଜୀବନ ବଞ୍ଚାଇବାକୁ ଅଣ୍ଟା ଭିଡ଼ିଛି। ଏଭଳି ଘଟଣା ଘଟିଛି ବରଗଡ଼ ଜିଲ୍ଲାର ତୋରା ପଞ୍ଚାୟତର ନାଗନେପାଳି ଗାଁର ବିକାଶ ବିଶାଳ କ୍ଷେତ୍ରରେ । ଛୋଟବେଳୁ ମା’ଙ୍କୁ ହରାଇଥିବା ସ୍ୱାଗତ ଏବେ ବାପାଙ୍କୁ ହରାଇବାକୁ ଚାହୁଁ ନାହାନ୍ତି। ସେଥି ପାଇଁ ଦିନରାତି ବାପାଙ୍କ ସେବା କରି ଚାଲିଛନ୍ତି ସ୍ୱାଗତ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us