ସ୍ବାମୀ ସ୍ତ୍ରୀଙ୍କ ନିଆରା ଉଦ୍ୟମ | Odisha Reporter
ରାସ୍ତା ସମ୍ପ୍ରସାରଣ ପାଇଁ ଗଛ କାଟିଦେଲେ ସରକାର। ହେଲେ ଚାରା ରୋପଣ କରିବାକୁ ଭୁଲିଗଲେ। ସରକାରଙ୍କ ହାତକୁ ନ ଅନାଇ ନିଜସ୍ୱ ଉଦ୍ୟମରେ ନିର୍ମାଣ ହୋଇଥିବା ବିଜୁ ଏକ୍ସପ୍ରେସ୍ ୱେ’ର ଦୁଇ ପାର୍ଶ୍ୱରେ ଚାରା ରୋପଣ କରୁଛନ୍ତି ଦମ୍ପତି। ଚଳିତବର୍ଷ ୫୦ କିଲୋମିଟର ପର୍ଯ୍ୟନ୍ତ ଚାରା ରୋପଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏମିତିକି ନିଆରା ଦମ୍ପତି ହେଉଛନ୍ତି ପୀତାମ୍ୱର ଦୀପ ଓ ତାଙ୍କ ପତ୍ନୀ ହୃସିକା ସଗରିଆ। ନୂଆପଡ଼ା ଜିଲ୍ଲାରୁ ଆସିଛି ଏପରି ଭଲ ଖବର। ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
