Advertisment

ଦମ୍ପତ୍ତିଙ୍କ ନିଆରା ଉଦ୍ୟମ: ନିଜସ୍ୱ ଉଦ୍ୟମରେ ରାସ୍ତା ପାର୍ଶ୍ୱରେ ଚାରା ରୋପଣ କରୁଛନ୍ତି

ଚଳିତବର୍ଷ ୫୦ କିଲୋମିଟର ପର୍ଯ୍ୟନ୍ତ ଚାରା ରୋପଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏମିତିକି ନିଆରା ଦମ୍ପତି ହେଉଛନ୍ତି ପୀତାମ୍ୱର ଦୀପ ଓ ତାଙ୍କ ପତ୍ନୀ ହୃସିକା ସଗରିଆ।

ଅଦ୍ୟତନ ହୋଇଛି
Advertisment

ରାସ୍ତା ସମ୍ପ୍ରସାରଣ ପାଇଁ ଗଛ କାଟିଦେଲେ ସରକାର। ହେଲେ ଚାରା ରୋପଣ କରିବାକୁ ଭୁଲିଗଲେ। ସରକାରଙ୍କ ହାତକୁ ନ ଅନାଇ ନିଜସ୍ୱ ଉଦ୍ୟମରେ ନିର୍ମାଣ ହୋଇଥିବା ବିଜୁ ଏକ୍ସପ୍ରେସ୍‌ ୱେ’ର ଦୁଇ ପାର୍ଶ୍ୱରେ ଚାରା ରୋପଣ କରୁଛନ୍ତି ଦମ୍ପତି। ଚଳିତବର୍ଷ ୫୦ କିଲୋମିଟର ପର୍ଯ୍ୟନ୍ତ ଚାରା ରୋପଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏମିତିକି ନିଆରା ଦମ୍ପତି ହେଉଛନ୍ତି ପୀତାମ୍ୱର ଦୀପ ଓ ତାଙ୍କ ପତ୍ନୀ ହୃସିକା ସଗରିଆ। ନୂଆପଡ଼ା ଜିଲ୍ଲାରୁ ଆସିଛି ଏପରି ଭଲ ଖବର। ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Odisha Nuapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe