Advertisment

ସୁନାଙ୍କ ଅନ୍ତହୀନ ସଂଘର୍ଷ

ସ୍ୱାମୀ, ଝିଅ, ପୁଅଙ୍କୁ ହରାଇ ସାରିଛନ୍ତି ଏମ୍‌ ସୁନା।

author-image
Jitendra Garnayak

ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଏମ୍‌ ସୁନା। ବୟସ ତାଙ୍କୁ ୮୩ ଛୁଇଁଲାଣି। ପ୍ରତି ବର୍ଷ ଦଶହରାରେ ସେ କଟକ ଆସନ୍ତି। ଆଉ କାଠଯୋଡ଼ି କୂଳରେ ବସି କୁଲା ବିକନ୍ତି।

Advertisment