କୁହାଯାଏ...ନିଷ୍ଠା, ପ୍ରଚେଷ୍ଟା ଓ ଆତ୍ମବିଶ୍ୱାସ ଦିନେ ନା ଦିଏ ସଫଳ କରାଇବ। ସଫଳ ହେବାକୁ ହେଲେ ଉଦ୍ୟମ ସହ ଧୈର୍ଯ୍ୟ ନିହାତି ଆବଶ୍ୟକ। ଶେଷରେ ଏହା ସତ ସାବ୍ୟସ୍ତ ହୋଇଛି। ଦୀର୍ଘ ୨୫ ବର୍ଷ ଧରି ୨୩ ଥର ପରୀକ୍ଷା ଦେବା ପରେ ଜଣେ ବ୍ୟକ୍ତି ଗଣିତରେ ଏମଏସସି ପାସ୍ କରିଛନ୍ତି।ପଢ଼ା ପଛରେ ନିଜର ଅଧା ଜୀବନ ବିତାଇ ଦେଇଥିବା ଏହି ପ୍ରେରଣାଦାୟୀ ବ୍ୟକ୍ତି ଜଣକ ହେଉଛନ୍ତି ରାଜକରଣ ବରୌଆ(୫୬)। ପେସାରେ ସେ ଜଣେ ସିକ୍ୟୁରିଟି ଗାର୍ଡ। ତାଙ୍କର ମାସିକ ଦରମା ୫ ହଜାର ଟଙ୍କା। କିନ୍ତୁ ଡବଲ୍ ଡ୍ୟୁଟି କରି ନିଜର କିଛି ଖର୍ଚ୍ଚ ତୁଲାଇ ପାରନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
ଘର ମାଲିକ କାହିଁକି ଏଗ୍ରିମେଣ୍ଟ କରୁ ନାହାନ୍ତି
ଯଦି ଏଗ୍ରିମେଣ୍ଟ ନାହିଁ, କିଭଳି ଜବରଦସ୍ତ ରହୁଥିବା ଭଡ଼ାଟିଆଙ୍କୁ କାଢ଼ିବେ?
Human Intrest
‘ଜଙ୍ଗଲ ଜମିର ପଟ୍ଟା ଦିଅ, ମନରେଗାରେ କାମ ଦିଅ’
ଗ୍ରାମବାସୀଙ୍କ ଠାରୁ ଜାଣିଲୁ ଯେ ପ୍ରତି ବର୍ଷ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ନିଜ ବିଲରୁ ଆସିଥିବା ଖାଦ୍ୟ ଶସ୍ୟ ସରିଯାଏ। ଲୋକେ ସେହି ସମୟର ଖାଦ୍ୟ ଆବଶ୍ୟକତା ପୂରଣ ଲାଗି ଆମ୍ବ ଟାକୁଆ ପୂର୍ବରୁ ସଂଗ୍ରହ କରିଥାନ୍ତି। ଘରେ ଚାଉଳ ସରିଆସିଲେ ସେହି ଆମ୍ବ ଟାକୁଆର କୋଇଲିକୁ ଗୁଣ୍ଡ କରି, ତାକୁ ଭିଜାଇ ସେହିଥିରେ ଟାକୁଆ ପେଜ ତିଆରି କରିଥାନ୍ତି। ଡିସେମ୍ବରରେ ପୁଣି ନୂଆ ଧାନ ଆସିଗଲେ ବଳକା ଟାକୁଆକୁ ସେମାନେ ଫୋପାଡ଼ି ଦେଇଥାନ୍ତି।
Human Intrest
ମା’ କ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି
ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି।