ସିକ୍ୟୁରିଟି ଗାର୍ଡରୁ M.Sc ପାସ୍ || Odisha Reporter||
Advertisment
କୁହାଯାଏ...ନିଷ୍ଠା, ପ୍ରଚେଷ୍ଟା ଓ ଆତ୍ମବିଶ୍ୱାସ ଦିନେ ନା ଦିଏ ସଫଳ କରାଇବ। ସଫଳ ହେବାକୁ ହେଲେ ଉଦ୍ୟମ ସହ ଧୈର୍ଯ୍ୟ ନିହାତି ଆବଶ୍ୟକ। ଶେଷରେ ଏହା ସତ ସାବ୍ୟସ୍ତ ହୋଇଛି। ଦୀର୍ଘ ୨୫ ବର୍ଷ ଧରି ୨୩ ଥର ପରୀକ୍ଷା ଦେବା ପରେ ଜଣେ ବ୍ୟକ୍ତି ଗଣିତରେ ଏମଏସସି ପାସ୍ କରିଛନ୍ତି।ପଢ଼ା ପଛରେ ନିଜର ଅଧା ଜୀବନ ବିତାଇ ଦେଇଥିବା ଏହି ପ୍ରେରଣାଦାୟୀ ବ୍ୟକ୍ତି ଜଣକ ହେଉଛନ୍ତି ରାଜକରଣ ବରୌଆ(୫୬)। ପେସାରେ ସେ ଜଣେ ସିକ୍ୟୁରିଟି ଗାର୍ଡ। ତାଙ୍କର ମାସିକ ଦରମା ୫ ହଜାର ଟଙ୍କା। କିନ୍ତୁ ଡବଲ୍ ଡ୍ୟୁଟି କରି ନିଜର କିଛି ଖର୍ଚ୍ଚ ତୁଲାଇ ପାରନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us